ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୦୪୮୬।

0 1,186

ଭୁବନେଶ୍ବର ୧୭/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୦,୪୮୯ ପଜିଟିଭ ସଂଖ୍ୟା ୧୧,୪୪,୪୦୧ ଚିହ୍ନଟ ହୋଇଛନ୍ତି ୧୦,୬୦,୦୬୭ ଜଣ ସୁସ୍ଥ ହୋଇଥିବା ବେଳେ ୭୫,୭୯୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୮୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୦୯,୨୩୬ ସୁସ୍ଥ ସଂଖ୍ୟା ୧,୮୨,୮୫୨ ଚିକିତ୍ସିତ ସଂଖ୍ୟା ୨୪,୭୬୪, ମୃତ ସଂଖ୍ୟା ୧୬୧୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୦୨,୭୮୭, ସୁସ୍ଥ ସଂଖ୍ୟା ୯୬,୩୭୭ ଚିକିତ୍ସିତ ସଂଖ୍ୟା ୫୫୪୫, ମୃତ ସଂଖ୍ୟା ୮୬୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୫,୦୦୯ ସୁସ୍ଥ ସଂଖ୍ୟା ୩୩,୬୫୧ ଚିକିତ୍ସିତ ସଂଖ୍ୟା ୮୬୬ ମୃତ ସଂଖ୍ୟା ୪୮୪, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୭୫,୮୮୦ ସୁସ୍ଥ ସଂଖ୍ୟା ୬୪,୯୫୭ ଚିକିତ୍ସିତ ସଂଖ୍ୟା ୧୦୩୨୫, ମୃତ ସଂଖ୍ୟା ୫୯୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.