ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୭୧୪।

0 1,151

ଭୁବନେଶ୍ବର ୧୦/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୭୧୪ ପଜିଟିଭ ସଂଖ୍ୟା ୧୦,୭୦,୮୬୯ ଚିହ୍ନଟ ହୋଇଛନ୍ତି ୧୦,୪୬,୨୩୧ ଜଣ ସୁସ୍ଥ ହୋଇଥିବା ବେଳେ ୧୬,୧୧୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୭,୩୩୩ ସୁସ୍ଥ ସଂଖ୍ୟା ୧,୮୦,୦୪୪ ଚିକିତ୍ସିତ ସଂଖ୍ୟା ୫୬୭୧, ମୃତ ସଂଖ୍ୟା ୧୬୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୬,୮୭୭, ସୁସ୍ଥ ସଂଖ୍ୟା ୯୪,୭୫୫ ଚିକିତ୍ସିତ ସଂଖ୍ୟା ୧୨୫୮, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୧୯୫ ସୁସ୍ଥ ସଂଖ୍ୟା ୩୩,୪୯୯ ଚିକିତ୍ସିତ ସଂଖ୍ୟା ୨୦୫ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୪,୬୮୯ ସୁସ୍ଥ ସଂଖ୍ୟା ୬୧,୮୭୭ ଚିକିତ୍ସିତ ସଂଖ୍ୟା ୨୨୧୬, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.