ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୨୪।

0 1,156

ଭୁବନେଶ୍ବର ୦୨/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୨୪ ପଜିଟିଭ ସଂଖ୍ୟା ୧୦,୫୫,୫୫୬ ଚିହ୍ନଟ ହୋଇଛନ୍ତି ୧୦,୪୪,୯୬୨ ଜଣ ସୁସ୍ଥ ହୋଇଥିବା ବେଳେ ୨,୦୭୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୨,୦୨୬ ସୁସ୍ଥ ସଂଖ୍ୟା ୧,୭୯,୫୫୫ ଚିକିତ୍ସିତ ସଂଖ୍ୟା ୮୫୭, ମୃତ ସଂଖ୍ୟା ୧୬୦୪ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୬୬୩, ସୁସ୍ଥ ସଂଖ୍ୟା ୯୪,୬୪୨ ଚିକିତ୍ସିତ ସଂଖ୍ୟା ୧୫୬, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୯୮ ସୁସ୍ଥ ସଂଖ୍ୟା ୩୩,୪୮୨ ଚିକିତ୍ସିତ ସଂଖ୍ୟା ୨୫ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୪୬୭ ସୁସ୍ଥ ସଂଖ୍ୟା ୬୧,୭୫୨ ଚିକିତ୍ସିତ ସଂଖ୍ୟା ୧୧୯, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.