ଭୁବନେଶ୍ବର ୨୯/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୧ ପଜିଟିଭ ସଂଖ୍ୟା ୧୦,୫୪,୩୮୧ ଚିହ୍ନଟ ହୋଇଛନ୍ତି ୧୦,୪୪,୨୭୮ ଜଣ ସୁସ୍ଥ ହୋଇଥିବା ବେଳେ ୧,୫୯୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୫୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୧,୫୩୮ ସୁସ୍ଥ ସଂଖ୍ୟା ୧,୭୯,୨୧୦ ଚିକିତ୍ସିତ ସଂଖ୍ୟା ୭୧୮, ମୃତ ସଂଖ୍ୟା ୧୬୦୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୫୬୦, ସୁସ୍ଥ ସଂଖ୍ୟା ୯୪,୫୯୪ ଚିକିତ୍ସିତ ସଂଖ୍ୟା ୧୦୪, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୮୬ ସୁସ୍ଥ ସଂଖ୍ୟା ୩୩,୪୭୮ ଚିକିତ୍ସିତ ସଂଖ୍ୟା ୧୭ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୭୮ ସୁସ୍ଥ ସଂଖ୍ୟା ୬୧,୭୨୫ ଚିକିତ୍ସିତ ସଂଖ୍ୟା ୫୭, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।