ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୧୨।

0 1,170

ଭୁବନେଶ୍ବର ୨୬/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୧୨ ପଜିଟିଭ ସଂଖ୍ୟା ୧୦,୫୩,୮୮୧ ଚିହ୍ନଟ ହୋଇଛନ୍ତି ୧୦,୪୩,୭୮୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୫୯୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୫୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୧,୩୦୪ ସୁସ୍ଥ ସଂଖ୍ୟା ୧,୭୮,୯୪୧ ଚିକିତ୍ସିତ ସଂଖ୍ୟା ୭୫୬, ମୃତ ସଂଖ୍ୟା ୧୫୯୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୫୨୯, ସୁସ୍ଥ ସଂଖ୍ୟା ୯୪,୫୫୦ ଚିକିତ୍ସିତ ସଂଖ୍ୟା ୧୨୭, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୮୦ ସୁସ୍ଥ ସଂଖ୍ୟା ୩୩,୪୭୪ ଚିକିତ୍ସିତ ସଂଖ୍ୟା ୧୬ ମୃତ ସଂଖ୍ୟା ୪୮୨, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୬୬ ସୁସ୍ଥ ସଂଖ୍ୟା ୬୧,୭୧୦ ଚିକିତ୍ସିତ ସଂଖ୍ୟା ୬୦, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.