ଭୁବନେଶ୍ବର ୧୯/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୯୩ ପଜିଟିଭ ସଂଖ୍ୟା ୧୦,୫୨,୮୩୪ ଚିହ୍ନଟ ହୋଇଛନ୍ତି ୧୦,୪୨,୪୩୩ ଜଣ ସୁସ୍ଥ ହୋଇଥିବା ବେଳେ ୧,୮୯୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୭୮୦ ସୁସ୍ଥ ସଂଖ୍ୟା ୧,୭୮,୨୫୭ ଚିକିତ୍ସିତ ସଂଖ୍ୟା ୯୨୦, ମୃତ ସଂଖ୍ୟା ୧୫୯୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୪୪୩, ସୁସ୍ଥ ସଂଖ୍ୟା ୯୪,୪୫୭ ଚିକିତ୍ସିତ ସଂଖ୍ୟା ୧୨୪, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୬୭ ସୁସ୍ଥ ସଂଖ୍ୟା ୩୩,୪୫୬ ଚିକିତ୍ସିତ ସଂଖ୍ୟା ୨୨ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୨୬ ସୁସ୍ଥ ସଂଖ୍ୟା ୬୧,୬୩୯ ଚିକିତ୍ସିତ ସଂଖ୍ୟା ୯୧, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।