ଭୁବନେଶ୍ବର ୧୭/୧୨(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୫୪ ପଜିଟିଭ ସଂଖ୍ୟା ୧୦,୫୨,୪୭୨ ଚିହ୍ନଟ ହୋଇଛନ୍ତି ୧୦,୪୨,୦୦୨ ଜଣ ସୁସ୍ଥ ହୋଇଥିବା ବେଳେ ୧,୯୭୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୪୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୦,୫୮୫ ସୁସ୍ଥ ସଂଖ୍ୟା ୧,୭୮,୦୫୩ ଚିକିତ୍ସିତ ସଂଖ୍ୟା ୯୩୦, ମୃତ ସଂଖ୍ୟା ୧୫୯୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୪୧୩, ସୁସ୍ଥ ସଂଖ୍ୟା ୯୪,୪୩୨ଚିକିତ୍ସିତ ସଂଖ୍ୟା ୧୨୩, ମୃତ ସଂଖ୍ୟା ୮୫୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୬୦ ସୁସ୍ଥ ସଂଖ୍ୟା ୩୩,୪୫୩ ଚିକିତ୍ସିତ ସଂଖ୍ୟା ୧୮ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୩୧୩ ସୁସ୍ଥ ସଂଖ୍ୟା ୬୧,୬୧୦ ଚିକିତ୍ସିତ ସଂଖ୍ୟା ୧୦୭, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।