ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୧୯।

0 1,388

ଭୁବନେଶ୍ବର ୨୬/୧୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୧୯। ପଜିଟିଭ ସଂଖ୍ୟା ୧୦,୪୮,୨୨୮ ଚିହ୍ନଟ ହୋଇଛନ୍ତି ୧୦,୩୭,୩୮୭ ଜଣ ସୁସ୍ଥ ହୋଇଥିବା ବେଳେ ୨,୩୮୫ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୦୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୮,୫୯୨ ସୁସ୍ଥ ସଂଖ୍ୟା ୧,୭୫,୯୨୯ ଚିକିତ୍ସିତ ସଂଖ୍ୟା ୧,୦୭୪, ମୃତ ସଂଖ୍ୟା ୧୫୭୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୧୫୯, ସୁସ୍ଥ ସଂଖ୍ୟା ୯୪,୧୪୮ ଚିକିତ୍ସିତ ସଂଖ୍ୟା ୧୫୨, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୯୦୮ ସୁସ୍ଥ ସଂଖ୍ୟା ୩୩,୩୯୮ ଚିକିତ୍ସିତ ସଂଖ୍ୟା ୨୧ ମୃତ ସଂଖ୍ୟା ୪୮୧, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୨,୦୮୫ ସୁସ୍ଥ ସଂଖ୍ୟା ୬୧,୩୫୦ ଚିକିତ୍ସିତ ସଂଖ୍ୟା ୧୪୦, ମୃତ ସଂଖ୍ୟା ୫୯୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.