ଭୁବନେଶ୍ବର ୧୭/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୨୨୬। ପଜିଟିଭ ସଂଖ୍ୟା ୧୦,୪୬,୦୮୮ ଚିହ୍ନଟ ହୋଇଛନ୍ତି ୧୦,୩୪,୯୯୫ ଜଣ ସୁସ୍ଥ ହୋଇଥିବା ବେଳେ ୨,୬୫୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୮୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୭,୫୯୬ ସୁସ୍ଥ ସଂଖ୍ୟା ୧,୭୪,୭୫୬ ଚିକିତ୍ସିତ ସଂଖ୍ୟା ୧,୨୬୬, ମୃତ ସଂଖ୍ୟା ୧୫୬୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୫,୦୨୦, ସୁସ୍ଥ ସଂଖ୍ୟା ୯୩,୯୨୫ ଚିକିତ୍ସିତ ସଂଖ୍ୟା ୨୩୬, ମୃତ ସଂଖ୍ୟା ୮୫୫, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୮୩ ସୁସ୍ଥ ସଂଖ୍ୟା ୩୩,୩୮୫ ଚିକିତ୍ସିତ ସଂଖ୍ୟା ୧୦ ମୃତ ସଂଖ୍ୟା ୪୮୦, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୯୬୯ ସୁସ୍ଥ ସଂଖ୍ୟା ୬୧,୨୮୩ ଚିକିତ୍ସିତ ସଂଖ୍ୟା ୯୨, ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।