ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୬୫।

0 1,224

ଭୁବନେଶ୍ବର ୨୯/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୬୫। ପଜିଟିଭ ସଂଖ୍ୟା ୧୦,୪୦,୫୯୫ ଚିହ୍ନଟ ହୋଇଛନ୍ତି ୧୦,୨୭,୬୫୪ ଜଣ ସୁସ୍ଥ ହୋଇଥିବା ବେଳେ ୪,୫୬୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୨୫ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୪,୯୦୩ ସୁସ୍ଥ ସଂଖ୍ୟା ୧,୭୦,୧୬୯ ଚିକିତ୍ସିତ ସଂଖ୍ୟା ୨,୧୮୬, ମୃତ ସଂଖ୍ୟା ୧୫୩୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୫୬୦, ସୁସ୍ଥ ସଂଖ୍ୟା ୯୩,୨୭୬ ଚିକିତ୍ସିତ ସଂଖ୍ୟା ୪୨୮, ମୃତ ସଂଖ୍ୟା ୪୩୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୩୬ ସୁସ୍ଥ ସଂଖ୍ୟା ୩୩,୩୩୫ ଚିକିତ୍ସିତ ସଂଖ୍ୟା ୧୬ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୧୯ ସୁସ୍ଥ ସଂଖ୍ୟା ୬୧,୧୩୦ ଚିକିତ୍ସିତ ସଂଖ୍ୟା ୯୫ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.