ଭୁବନେଶ୍ବର ୨୮/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୧୨। ପଜିଟିଭ ସଂଖ୍ୟା ୧୦,୪୦,୨୩୦ ଚିହ୍ନଟ ହୋଇଛନ୍ତି ୧୦,୨୭,୧୦୮ ଜଣ ସୁସ୍ଥ ହୋଇଥିବା ବେଳେ ୪,୭୪୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୩୨୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୪,୭୪୬ ସୁସ୍ଥ ସଂଖ୍ୟା ୧,୭୦,୮୬୬ ଚିକିତ୍ସିତ ସଂଖ୍ୟା ୨,୩୩୩, ମୃତ ସଂଖ୍ୟା ୧୫୩୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୫୨୬, ସୁସ୍ଥ ସଂଖ୍ୟା ୯୩,୨୨୬ ଚିକିତ୍ସିତ ସଂଖ୍ୟା ୪୪୪, ମୃତ ସଂଖ୍ୟା ୪୩୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୩୧ ସୁସ୍ଥ ସଂଖ୍ୟା ୩୩,୩୩୨ ଚିକିତ୍ସିତ ସଂଖ୍ୟା ୧୯ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୮୧୧ ସୁସ୍ଥ ସଂଖ୍ୟା ୬୧,୧୧୨ ଚିକିତ୍ସିତ ସଂଖ୍ୟା ୧୦୫ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।