ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୮୪।

0 1,139

ଭୁବନେଶ୍ବର ୨୧/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୨୪। ପଜିଟିଭ ସଂଖ୍ୟା ୧୦,୩୭,୦୫୬ ଚିହ୍ନଟ ହୋଇଛନ୍ତି ୧୦,୨୩,୮୪୯ ଜଣ ସୁସ୍ଥ ହୋଇଥିବା ବେଳେ ୪,୮୫୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୯୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୩,୨୧୫ ସୁସ୍ଥ ସଂଖ୍ୟା ୧,୬୯,୨୦୪ ଚିକିତ୍ସିତ ସଂଖ୍ୟା ୨,୪୭୧, ମୃତ ସଂଖ୍ୟା ୧୫୨୯ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୪,୨୧୯, ସୁସ୍ଥ ସଂଖ୍ୟା ୯୨,୮୮୦ ଚିକିତ୍ସିତ ସଂଖ୍ୟା ୪୮୪, ମୃତ ସଂଖ୍ୟା ୮୫୧, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୨୩ ସୁସ୍ଥ ସଂଖ୍ୟା ୩୩,୩୧୦ ଚିକିତ୍ସିତ ସଂଖ୍ୟା ୨୮ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୭୫୫ ସୁସ୍ଥ ସଂଖ୍ୟା ୬୧,୦୬୧ ଚିକିତ୍ସିତ ସଂଖ୍ୟା ୧୦୦ ,ମୃତ ସଂଖ୍ୟା ୫୯୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.