ଭୁବନେଶ୍ବର ୧୬/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୫୮। ପଜିଟିଭ ସଂଖ୍ୟା ୧୦,୩୪,୬୩୪ ଚିହ୍ନଟ ହୋଇଛନ୍ତି ୧୦,୨୧,୧୮୦ ଜଣ ସୁସ୍ଥ ହୋଇଥିବା ବେଳେ ୫,୧୧୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୮୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୧,୯୮୫ ସୁସ୍ଥ ସଂଖ୍ୟା ୧,୬୭,୯୦୮ ଚିକିତ୍ସିତ ସଂଖ୍ୟା ୨,୫୩୯, ମୃତ ସଂଖ୍ୟା ୧୫୨୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୯୮୮, ସୁସ୍ଥ ସଂଖ୍ୟା ୯୨,୬୦୪ ଚିକିତ୍ସିତ ସଂଖ୍ୟା ୫୩୨, ମୃତ ସଂଖ୍ୟା ୮୪୮, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୮୧୦ ସୁସ୍ଥ ସଂଖ୍ୟା ୩୩,୨୯୪ ଚିକିତ୍ସିତ ସଂଖ୍ୟା ୩୧ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୬୯୫ ସୁସ୍ଥ ସଂଖ୍ୟା ୬୧,୦୦୧ ଚିକିତ୍ସିତ ସଂଖ୍ୟା ୧୦୪ ,ମୃତ ସଂଖ୍ୟା ୫୮୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।