ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୬୫୨।

0 1,278

ଭୁବନେଶ୍ବର ୧୦/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୬୫୨। ପଜିଟିଭ ସଂଖ୍ୟା ୧୦,୩୨,୬୯୬ ଚିହ୍ନଟ ହୋଇଛନ୍ତି ୧୦,୧୮,୩୧୧ ଜଣ ସୁସ୍ଥ ହୋଇଥିବା ବେଳେ ୫,୦୮୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୪୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୭୦,୫୨୪ ସୁସ୍ଥ ସଂଖ୍ୟା ୧,୬୬,୬୧୩ ଚିକିତ୍ସିତ ସଂଖ୍ୟା ୨,୩୮୫, ମୃତ ସଂଖ୍ୟା ୧୫୧୬ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୬୮୯, ସୁସ୍ଥ ସଂଖ୍ୟା ୯୨,୨୪୩ ଚିକିତ୍ସିତ ସଂଖ୍ୟା ୫୯୯, ମୃତ ସଂଖ୍ୟା ୮୪୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୮୬ ସୁସ୍ଥ ସଂଖ୍ୟା ୩୩,୨୭୬ ଚିକିତ୍ସିତ ସଂଖ୍ୟା ୨୦ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୬୪୮ ସୁସ୍ଥ ସଂଖ୍ୟା ୬୦,୯୬୫ ଚିକିତ୍ସିତ ସଂଖ୍ୟା ୯୫ ,ମୃତ ସଂଖ୍ୟା ୫୮୪ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.