ଭୁବନେଶ୍ବର ୦୬/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୯୩। ପଜିଟିଭ ସଂଖ୍ୟା ୧୦,୨୯,୪୧୨ ଚିହ୍ନଟ ହୋଇଛନ୍ତି ୧୦,୧୬,୧୬୫ ଜଣ ସୁସ୍ଥ ହୋଇଥିବା ବେଳେ ୪,୯୬୭ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୯,୪୨୮ ସୁସ୍ଥ ସଂଖ୍ୟା ୧,୬୫,୬୮୦ ଚିକିତ୍ସିତ ସଂଖ୍ୟା ୨,୨୨୭, ମୃତ ସଂଖ୍ୟା ୧୫୧୧ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୪୩୫, ସୁସ୍ଥ ସଂଖ୍ୟା ୯୧,୯୯୦ ଚିକିତ୍ସିତ ସଂଖ୍ୟା ୬୦୧, ମୃତ ସଂଖ୍ୟା ୮୪୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୭୦ ସୁସ୍ଥ ସଂଖ୍ୟା ୩୩,୨୫୯ ଚିକିତ୍ସିତ ସଂଖ୍ୟା ୨୬ ମୃତ ସଂଖ୍ୟା ୪୭୭, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୯୬ ସୁସ୍ଥ ସଂଖ୍ୟା ୬୦,୯୪୧ ଚିକିତ୍ସିତ ସଂଖ୍ୟା ୭୦ ,ମୃତ ସଂଖ୍ୟା ୫୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।