ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୨୮ ।

0 1,106

ଭୁବନେଶ୍ବର ୦୩/୧୦(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୨୮। ପଜିଟିଭ ସଂଖ୍ୟା ୧୦,୨୭,୯୫୯ ଚିହ୍ନଟ ହୋଇଛନ୍ତି ୧୦,୧୪,୪୧୨ ଜଣ ସୁସ୍ଥ ହୋଇଥିବା ବେଳେ ୫,୨୮୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୨୧୪ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୮,୭୭୦ ସୁସ୍ଥ ସଂଖ୍ୟା ୧,୬୪,୯୫୭ ଚିକିତ୍ସିତ ସଂଖ୍ୟା ୨,୩୦୦, ମୃତ ସଂଖ୍ୟା ୧୫୦୩ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୩,୨୨୯, ସୁସ୍ଥ ସଂଖ୍ୟା ୯୧,୭୭୦ ଚିକିତ୍ସିତ ସଂଖ୍ୟା ୬୧୮, ମୃତ ସଂଖ୍ୟା ୮୩୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୭୬ ସୁସ୍ଥ ସଂଖ୍ୟା ୩୩,୨୪୮ ଚିକିତ୍ସିତ ସଂଖ୍ୟା ୩୬ ମୃତ ସଂଖ୍ୟା ୪୭୫, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୮୦ ସୁସ୍ଥ ସଂଖ୍ୟା ୬୦,୯୨୦ ଚିକିତ୍ସିତ ସଂଖ୍ୟା ୭୫ ,ମୃତ ସଂଖ୍ୟା ୫୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.