ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୩୯ ।

0 1,361

ଭୁବନେଶ୍ବର ୨୪/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୩୯। ପଜିଟିଭ ସଂଖ୍ୟା ୧୦,୨୩,୧୩୩ ଚିହ୍ନଟ ହୋଇଛନ୍ତି ୧୦,୦୯,୦୮୮ ଜଣ ସୁସ୍ଥ ହୋଇଥିବା ବେଳେ ୫,୮୨୯ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୬୩ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୬,୭୧୭ ସୁସ୍ଥ ସଂଖ୍ୟା ୧,୬୨,୬୦୪ ଚିକିତ୍ସିତ ସଂଖ୍ୟା ୨,୬୧୨, ମୃତ ସଂଖ୍ୟା ୧୪୯୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୬୩୯, ସୁସ୍ଥ ସଂଖ୍ୟା ୯୧,୧୨୮ ଚିକିତ୍ସିତ ସଂଖ୍ୟା ୬୭୪, ମୃତ ସଂଖ୍ୟା ୮୩୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୨୬ ସୁସ୍ଥ ସଂଖ୍ୟା ୩୩,୨୦୭ ଚିକିତ୍ସିତ ସଂଖ୍ୟା ୩୮ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୫୦୭ ସୁସ୍ଥ ସଂଖ୍ୟା ୬୦,୮୩୨ ଚିକିତ୍ସିତ ସଂଖ୍ୟା ୯୫ ,ମୃତ ସଂଖ୍ୟା ୫୭୬, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୫୦ ସୁସ୍ଥ ସଂଖ୍ୟା ୧୧,୫୭୯ ଚିକିତ୍ସିତ ସଂଖ୍ୟା ୨୨,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.