ଭୁବନେଶ୍ବର ୨୦/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୫୧୦ । ପଜିଟିଭ ସଂଖ୍ୟା ୧୦,୨୦,୭୫୪ ଚିହ୍ନଟ ହୋଇଛନ୍ତି ୧୦,୦୬,୦୬୬ ଜଣ ସୁସ୍ଥ ହୋଇଥିବା ବେଳେ ୫,୪୯୪ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୪୧ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୫,୬୪୪ ସୁସ୍ଥ ସଂଖ୍ୟା ୧,୬୧,୭୬୪ ଚିକିତ୍ସିତ ସଂଖ୍ୟା ୨,୩୮୩, ମୃତ ସଂଖ୍ୟା ୧୪୮୭ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୨,୩୯୩, ସୁସ୍ଥ ସଂଖ୍ୟା ୯୦,୮୭୬ ଚିକିତ୍ସିତ ସଂଖ୍ୟା ୬୮୬, ମୃତ ସଂଖ୍ୟା ୮୨୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୭୧୧ ସୁସ୍ଥ ସଂଖ୍ୟା ୩୩,୧୯୩ ଚିକିତ୍ସିତ ସଂଖ୍ୟା ୩୭ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୪୬୦ ସୁସ୍ଥ ସଂଖ୍ୟା ୬୦,୭୮୧ ଚିକିତ୍ସିତ ସଂଖ୍ୟା ୧୦୩ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୪୧ ସୁସ୍ଥ ସଂଖ୍ୟା ୧୧,୫୭୧ ଚିକିତ୍ସିତ ସଂଖ୍ୟା ୨୧ ,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।