ଭୁବନେଶ୍ବର ୧୪/୦୯(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୨୮ । ପଜିଟିଭ ସଂଖ୍ୟା ୧୦,୧୭,୨୬୧ ଚିହ୍ନଟ ହୋଇଛନ୍ତି ୧୦,୦୨,୮୧୦ ଜଣ ସୁସ୍ଥ ହୋଇଥିବା ବେଳେ ୬,୨୯୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୧୦୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୪,୦୯୩ ସୁସ୍ଥ ସଂଖ୍ୟା ୧,୬୦,୦୪୭ ଚିକିତ୍ସିତ ସଂଖ୍ୟା ୨,୫୫୬, ମୃତ ସଂଖ୍ୟା ୧୪୮୦ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୯୪୮, ସୁସ୍ଥ ସଂଖ୍ୟା ୯୦,୨୭୬ ଚିକିତ୍ସିତ ସଂଖ୍ୟା ୮୧୮, ମୃତ ସଂଖ୍ୟା ୮୫୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୭୬ ସୁସ୍ଥ ସଂଖ୍ୟା ୩୩,୧୭୧ ଚିକିତ୍ସିତ ସଂଖ୍ୟା ୨୪ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୪୦୩ ସୁସ୍ଥ ସଂଖ୍ୟା ୬୦,୬୭୮ ଚିକିତ୍ସିତ ସଂଖ୍ୟା ୧୪୯ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୩୧ ସୁସ୍ଥ ସଂଖ୍ୟା ୧୧,୫୬୦ ଚିକିତ୍ସିତ ସଂଖ୍ୟା ୨୨ ,ମୃତ ସଂଖ୍ୟା ୪୬ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।