ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୭୬୨।

0 1,198

ଭୁବନେଶ୍ବର ୦୮/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୭୬୨ । ପଜିଟିଭ ସଂଖ୍ୟା ୧୦,୧୩,୫୬୭ ଚିହ୍ନଟ ହୋଇଛନ୍ତି ୯,୯୮,୫୯୧ ଜଣ ସୁସ୍ଥ ହୋଇଥିବା ବେଳେ ୬,୮୫୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୦୭୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୬୨,୬୩୮ ସୁସ୍ଥ ସଂଖ୍ୟା ୧,୫୮,୫୩୯ ଚିକିତ୍ସିତ ସଂଖ୍ୟା ୨,୬୧୭, ମୃତ ସଂଖ୍ୟା ୧୪୭୨ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୧,୪୨୮, ସୁସ୍ଥ ସଂଖ୍ୟା ୮୯,୬୯୩ ଚିକିତ୍ସିତ ସଂଖ୍ୟା ୯୧୮, ମୃତ ସଂଖ୍ୟା ୮୧୩, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୬୫୭ ସୁସ୍ଥ ସଂଖ୍ୟା ୩୩,୧୩୭ ଚିକିତ୍ସିତ ସଂଖ୍ୟା ୩୯ ମୃତ ସଂଖ୍ୟା ୪୭୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୩୧୨ ସୁସ୍ଥ ସଂଖ୍ୟା ୬୦,୫୬୮ ଚିକିତ୍ସିତ ସଂଖ୍ୟା ୧୬୮ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୬୧୯ ସୁସ୍ଥ ସଂଖ୍ୟା ୧୧,୫୪୪ ଚିକିତ୍ସିତ ସଂଖ୍ୟା ୨୭ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.