ଭୁବନେଶ୍ବର ୨୭/୦୮(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୮୧୬। ପଜିଟିଭ ସଂଖ୍ୟା ୧୦,୦୪,୮୭୫ ଚିହ୍ନଟ ହୋଇଛନ୍ତି ୯,୮୮,୮୫୪ ଜଣ ସୁସ୍ଥ ହୋଇଥିବା ବେଳେ ୮,୨୭୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭୬୯୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୫୯,୩୭୩ ସୁସ୍ଥ ସଂଖ୍ୟା ୧,୫୪,୬୮୫ ଚିକିତ୍ସିତ ସଂଖ୍ୟା ୩,୨୫୩, ମୃତ ସଂଖ୍ୟା ୧୪୨୫ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୩୦୫ ସୁସ୍ଥ ସଂଖ୍ୟା ୮୮,୫୨୫ ଚିକିତ୍ସିତ ସଂଖ୍ୟା ୧,୦୬୦, ମୃତ ସଂଖ୍ୟା ୭୧୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୩,୫୯୩ ସୁସ୍ଥ ସଂଖ୍ୟା ୩୩,୦୭୨ ଚିକିତ୍ସିତ ସଂଖ୍ୟା ୪୪, ମୃତ ସଂଖ୍ୟା ୪୬୯, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୧,୧୦୦ ସୁସ୍ଥ ସଂଖ୍ୟା ୬୦,୪୨୪ ଚିକିତ୍ସିତ ସଂଖ୍ୟା ୧୦୦ ,ମୃତ ସଂଖ୍ୟା ୫୭୨, ମାଲକାନଗିରି ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧୧,୫୮୪ ସୁସ୍ଥ ସଂଖ୍ୟା ୧୧,୫୧୦ ଚିକିତ୍ସିତ ସଂଖ୍ୟା ୨୬ ,ମୃତ ସଂଖ୍ୟା ୪୫ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।