ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୭୩୭ ଛୁଇଁଲା ।ଗଞ୍ଜାମରେ ୨୭୭ ।

0 1,043

ଭୁବନେଶ୍ଵର ,(ପିପିଟି)୧୬/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୨୭୭ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭୩୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା  ୮୬୧୪୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୭୩୭ ଚିହ୍ନଟ ହୋଇଛନ୍ତି । ୧୬୬ ଜଣ ସୁସ୍ଥ ହୋଇଥିବା ବେଳେ ୫୬୮ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ତିନି ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ବର୍ତ୍ତମାନ ଓଡିଶା ୭୩୭ ଚିହ୍ନଟଙ୍କ ମଧ୍ୟରୁ ଗଞ୍ଜାମ ୨୭୭,ବାଲେଶ୍ବର ୧୦୨,ଯାଜପୁର ୧୨୧,ଖୋର୍ଦ୍ଧା ୫୬,ଭଦ୍ରକ ୪୬,ସୁନ୍ଦରଗଡ ୨୬,ଅନୁଗୁଳ ୧୫,କେନ୍ଦ୍ରାପଡା ୨୬,ମୟୂରଭଞ୍ଜ ୧୧,ଜଗତସିଂହପୁର ୫,ପୁରୀ ୧୮,କେଉଁଝର ୪,ବୌଦ୍ଧ ୪,କଟକ ୧୦,କଳାହାଣ୍ଡି ୨,ଝାରସୁଗୁଡା ୨,ବଲାଙ୍ଗୀର ୨,ନୟାଗଡ ୪,କୋରାପୁଟ ୧,ଢେଙ୍କାନାଳ ୧,ଦେଓଗଡ ୨ ଏହି ଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ।

Leave A Reply

Your email address will not be published.