ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ୧୫୧୭ ଛୁଇଁଲା ,୬୪୯ ଜଣ ସୁସ୍ଥ ।

0 1,421
ଭୁବନେଶ୍ଵର ,(ପିପିଟି)୨୬/୦୫ , ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୩୫୮ରେ ପହଞ୍ଚିଛି । ଏହା ସହ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୧୩୧୫୯୫ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ ୧୫୧୭ ଚିହ୍ନଟ ହୋଇଛନ୍ତି । ୬୪୯ ଜଣ ସୁସ୍ଥ ହୋଇଥିବା ବେଳେ ୮୬୧ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୭ ଜଣଙ୍କର ମୃତ୍ୟୁ ଘଟିଛି । ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି । ବର୍ତ୍ତମାନ ଓଡିଶା ୧୫୧୭ ଚିହ୍ନଟଙ୍କ ମଧ୍ୟରୁ ଗଞ୍ଜାମ ୩୫୮,ବାଲେଶ୍ବର ୧୩୭,ଯାଜପୁର ୨୪୨,ଖୋର୍ଦ୍ଧା ୮୬,ଭଦ୍ରକ ୧୦୬,ସୁନ୍ଦରଗଡ ୩୭,ଅନୁଗୁଳ ୨୫,କେନ୍ଦ୍ରାପଡା ୬୧,ମୟୂରଭଞ୍ଜ ୧୫,ଜଗତସିଂହପୁର ୪୧,ପୁରୀ ୮୫,କେଉଁଝର ୨୦,ବୌଦ୍ଧ ୩୩,କଟକ ୭୫,କଳାହାଣ୍ଡି ୧୫,ଝାରସୁଗୁଡା ୬,ବଲାଙ୍ଗୀର ୩୮,ନୟାଗଡ ୪୮,କୋରାପୁଟ ୭,ଢେଙ୍କାନାଳ ୭,ଦେଓଗଡ ୨୪,ମାଲକାନଗିରି ୧୯,ଗଜପତି ୧୦,କନ୍ଧମାଳ ୧୩,ସମ୍ବଲପୁର ୫,ସୋନପୁର ୧,ନୂଆପଡା ୨,ନବରଙ୍ଗପୁର ୧,ବରଗଡ଼ ୧ଏହି ଭଳି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିଛି ।
Leave A Reply

Your email address will not be published.