ଯୋଗାଣ ସହାୟକ ସଂଘର କାର୍ଯ୍ଯକାରିଣୀ ବୈଠକ। ଜିଲ୍ଲା By PPT NEWS On Oct 4, 2021 0 356 Share ବୁଗୁଡା,୦୪/୧୦(ପିପିଟି):ବୁଗୁଡା ବ୍ଲକ ଅନ୍ତର୍ଗତ ମା ସାଙ୍କୁଳେଇ ପୀଠ କଲ୍ୟାଣ ମଣ୍ଡପ ଠାରେ ଗଞ୍ଜାମ ଜିଲ୍ଲା ଯୋଗାଣ ସହାୟକ ସଂଘର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। 0 356 Share