ଯୁବତୀଙ୍କୁ ପ୍ରତାରଣା କରି ଫେରାର ପ୍ରେମୀକ କୋର୍ଟ ଚାଲାଣ ।

0 610

ଶେରଗଡ,୨୧/୦୮(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ କୁଲାଗଡ଼ ଗ୍ରାମ ସମୀର ସେଠୀ (୨୨) ହିଞ୍ଜିଳି ଥାନା ଅନ୍ତର୍ଗତ ଏକ ଗ୍ରାମ ର ଯୁବତୀ ମିତାଲି( ୨୦) (ଛଦ୍ମ ନାମ) ଙ୍କୁ ପ୍ରେମ ସମ୍ପର୍କ ଗଢିଉଠି ବିବାହ ର ପ୍ରଲୋଭନ ଦେଖାଇ ଗର୍ଭବତୀ କରି ଫେରା ଥିବା ପ୍ରେମୀ ସମୀର କୁ ହିଞ୍ଜିଳି ପୋଲିସ କବିସୂର୍ଯ୍ୟନଗର ଅଞ୍ଚଳରୁ ଗିରଫ କରି କୋର୍ଟ ଚାଲାଣ କରିଛି ଏ ନେଇ ଯୁବତୀଙ୍କ ପକ୍ଷରୁ ୦୨/୦୮/୨୦୨୦ ତାରିଖ ରେ ଏକ ମାମଲା ରୁଜ୍ଜୁ କରା ଯାଇଥିଲା ହିଞ୍ଜିଳି କାଟୁ ଥାନା କେସ ନଂ 267/2020, 276(2)(n) IPC ରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ହିଞ୍ଜିଳି ଥାନା ସୂତ୍ରରୁ ପ୍ରକାଶ । ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.