ଯାଜପୁରରେ ଆଉ ତିନିଜଣ କରୋନା ଆକ୍ରାନ୍ତ ଚିହ୍ନଟ ।

0 61

ଯାଜପୁର,(ପିପିଟି)୧୨/୦୫,ଯାଜପୁରରେ ଆଜି ଆଉ ତିନି ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୪ରେ ପହଞ୍ଚିଛି । ଚିହ୍ନଟ ହୋଇଥିବା ବ୍ୟକ୍ତି ୩ଜଣଙ୍କ ମଧ୍ୟରେ ୨ଜଣ ଦଶରଥପୁର ବ୍ଲକ୍ ଅକରପଡା ପଞ୍ଚାୟତ ଭେଲଙ୍ଗ ଗାଁର ହୋଇଥିବା ବେଳେ ଅନ୍ୟ ଜଣେ ହେଉଛନ୍ତି ଯାଜପୁର ପୌରାଞ୍ଚଳର ଅଧିବାସୀ ଏବଂ ସେ ମାର୍କଣ୍ଡପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପାରାମେଡିକାଲ ଷ୍ଟାଫ୍ ଏବଂ ସେ କୌଣସି ରୋଗୀଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତର ଶୀକାର ହୋଇଥିବା ଜଣାପଡିଛି।
ରିପୋର୍ଟ – ଦେବ କୁମାର ।

Leave A Reply

Your email address will not be published.