ମେ ୩ପରେ ମୂଲ୍ୟାୟନ ହେବ ମାଟ୍ରିକ ଖାତା ।

0 27

ଭୁବନେଶ୍ବର,୧୪/୦୪-କରୋନା ଭାଇରସ୍ ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । କିନ୍ତୁଏହାପରେ ମଧ୍ୟ ପିଲାଙ୍କ ପାଠପଢ଼ା ଓ କ୍ୟାରିଅର ପ୍ରତି କିପରି ବାଧା ନଉପୁଜେ ସେଥିପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ସହ ପଦକ୍ଷେପ ବି ନିଆଯାଇଛି । ଚଳିତବର୍ଷର ମାଟ୍ରିକ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ଖାତାର ମୂଲ୍ୟାୟନ ମେ ୩ପରଠାରୁ ହେବ । ଏହାସହ ଏପ୍ରିଲ ୨୫ସୁଦ୍ଧା ପିଲାଙ୍କ ଘରେ ପାଠ୍ୟ ପୁସ୍ତକ ପହଞ୍ଚାଇବେ ଶିକ୍ଷକ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ଘରେ ବହି ପହଞ୍ଚାଯିବ ।ଏନେଇ ସମସ୍ତ ବିଇଓ ଓ ଡିଇଓଙ୍କୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.