ମାଳତେନ୍ତୁଳିଆ ପଞ୍ଚାୟତ ୪୮ ଘଣ୍ଟା ସଟ୍ ଡାଉନ ଘୋଷଣା କଲେ ସରପଞ୍ଚ ।

0 934

ପୋଲସରା,(ପିପିଟି ନ୍ଯୁଜ୍)୦୪/୦୬,ସରପଞ୍ଚଙ୍କ ସଟ୍ ଡାଉନ୍ ଘୋଷଣା ।ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ମାଳତେନ୍ତୁଳିଆ ପଞ୍ଚାୟତ ୦୩ ପଜିଟିଭ ମଧ୍ୟରୁ ଏକ ମହାରାଷ୍ଟ୍ର ଫେରନ୍ତା ଦୁଇ ସୁରତ ଫେରନ୍ତା ପଞ୍ଚାୟତର ସମସ୍ତ ଜନ ସାଧାରଣ ସୁରକ୍ଷାକୁ ଦୃଷ୍ଠି ରଖି ମାଳତେନ୍ତୁଳିଆ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ସଶ୍ମିତା କୁମାରୀ ପ୍ରଧାନ ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.