ମାଓବାଦୀଙ୍କ ନାଁରେ ଚାନ୍ଦା ଆଦାୟ ଅଭିଯୋଗ !

0 417

କଳାହାଣ୍ଡି,(ପିପିଟି ନ୍ଯୁଜ୍)୨୮/୦୫, ନକଲି ମାଓବାଦୀଙ୍କ ନାମରେ  ଏମ୍ ରାମପୁର ଥାନା ଅଧିନରେ ଥିବା ଜନୈକ ଯନ୍ତ୍ରୀଙ୍କ ଠାରୁ ଟଙ୍କା ଲୁଟିବାର ବିଫଳ ହୋଇଥିଲେ । ବିନା ଦଳିଲରେ ମୋବାଇଲ୍ ଦୋକାନ ଦୁଆରା ପ୍ରଦାନ କରାଯାଇଥିବା ସିମ୍ କାଡ ବ୍ୟବହାର କରୁଥିଲେ ୩ ଟି ସିମ୍ କାଡ ଡିଲରଙ୍କୁ ବି ମଧ୍ୟ ଜାଲିଆତି କାରବାର କରିଥିବାରୁ  ଅଟକ ରଖା ଯାଇଛି । ମାଓବାଦୀଙ୍କ ନାଁରେ କନିଷ୍ଠ ଯନ୍ତ୍ରୀଙ୍କୁ ଚାନ୍ଦା ଆଦାୟ ଅଭିଯୋଗରେ ଗିରଫ କରାଯାଇଛି । ୩ ଜଣଙ୍କୁ ଟୋଟାଳ ଏମ.ରାମପୁର ଥାନାରେ ୬ ଜଣଙ୍କୁ  ଅଟକ ରଖାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସିଂହପୁର ଗାଁର ଜୟ ପ୍ରକାଶ ପ୍ରଧାନ, ଚନ୍ଦ୍ରକାନ୍ତା  ତାଣ୍ଡି, ପିପଳପଡାର ଭୁବନ ନାଏକ ଓ ଏମ୍ ରାମପୁର ବସ୍ ଷ୍ଟାଣ୍ଡାରେ  ଥିବା ବିନାୟକ ମୋବାଇଲ୍  ଦୋକାନର ବଳରାମ ସାହୁ, ଲକ୍ଷ୍ମୀ ମୋବାଇଲ୍ ଦୋକାନର ମାଲିକ ମଙ୍ଗଳ ନାଏକ ଓ ଭାଟେଲ ଗାଁର ଶ୍ରୀକାନ୍ତ ନାଏକ ।  ଏମ୍ ରାମପୁର ଥାନାରେ ଅଟକ ରକ୍ଷା ଯାଇଛି ଦୁର୍ବୃତ୍ତ  ମାନଙ୍କୁ । କଳାହାଣ୍ଡି ଏସପିଙ୍କ  ସୁଚନା ଦେଇଛନ୍ତି ।

ରିପୋର୍ଟ – ଭିଷ୍ମ ସାହୁ ।

Leave A Reply

Your email address will not be published.