ମହାମାୟୀ କିରାଣୀ ବଣିକ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ।

0 532

କବିସୂର୍ଯ୍ଯ ନଗର,(ପିପିଟି ନ୍ଯୁଜ୍)୧୯/୦୪-କବିସୂର୍ଯ୍ଯ ନଗର ସ୍ଥିତ ମହାମାୟୀ କିରାଣୀ ବଣିକ ସଂଘ ପକ୍ଷରୁ ୨୧ ହଜାର ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ପ୍ରଦାନ କରିଛନ୍ତି ।ସଂଘର ସଭାପତି ଭଗବାନ ସାହୁ,ସଂପାଦକ ଇ.ସୁରେଶ ପାତ୍ର ଓ ପୂର୍ବତନ ସଭାପତି ଶ୍ବେତ କୁମାର ଦୋରା ଆଜି ଥାନା ଅଧିକାରୀ ପ୍ରଭାତ କୁମାର ସାହୁ ଙ୍କୁ ସାକ୍ଷାତ କରି ଚେକ୍ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.