ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ସାନିଟାଇଜର ଓ ଷ୍ଟାଣ୍ଡ ପ୍ରଦାନ ।

0 189

ଭଞ୍ଜନଗର,(ପିପିଟି)୧୬/୦୬, କରୋନା ମୁକାବିଲା ପାଇଁ ସଚେତନତା ଜରୁରୀ ହୋଇ ପଡିଥିବା ବେଳେ ଜନସଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ଭଞ୍ଜନଗର ରୋଟାରୀ କ୍ଲବ ତରଫରୁ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନରେ ସାନିଟାଇଜର ଷ୍ଟାଣ୍ଡ ରଖାଯାଇଛି। ଯାହାକୁ ଲୋକମାନେ ଓ କର୍ମଚାରୀ ମାନେ ବ୍ୟବହାର କରିପାରିବେ। ସେଥି ମଧ୍ୟରେ ଭଞ୍ଜନଗର ଏନ. ଏ. ସି ଅଫିସ, ତହସିଲ ଅଫିସ, ଥାନା, ଉପଜିଲ୍ଲାପାଳ କାର୍ଯ୍ୟାଳୟ, ବ୍ଲକ ଅଫିସ, ମେଡିକାଲ ରେ ଏହା ରହିଛି।ଆଜି ରୋଟାରୀ କ୍ଲବର ସଦସ୍ୟ ମାନେ ଏହାକୁ ବଣ୍ଟନ କରିଛନ୍ତି।
ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.