ଭଞ୍ଜନଗର ରୁ ୧୨ପଜିଟିଭ ଚିହ୍ନଟ ।

0 211

ଭଞ୍ଜନଗର,୧୭/୦୮(ପିପିଟି); ରବିବାର ରାତିର ମିଳିଥିବା ରିପୋର୍ଟ ରେ ଗଞ୍ଜାମ ଜିଲ୍ଲାରେ ମୋଟ ୨୪୩ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ୧୨ଜଣ ପଜିଟିଭ ରହିଛନ୍ତି। ସେଥି ମଧ୍ୟରେ ଭଞ୍ଜନଗର ଏନ.ଏ.ସି ଅଧିନ ନାରାୟଣ ମନ୍ଦିର ସାହି ର ୨ଜଣ,ବାଟା ଲେନ, ଭଞ୍ଜନଗର ଅଞ୍ଚଳର ଜଣେ ଲେଖାଏଁ ଓ ସେଣ୍ଟ୍ରାଲ ରେଞ୍ଜ ର ମଧ୍ୟ ଜଣେ କର୍ମଚାରୀ ଆକ୍ରାନ୍ତ ହୋଇଛନ୍ତି।ଏହି ବ୍ଲକ ର ଲେମ୍ଭେଇ ଗ୍ରାମର ୩ଜଣ, ବାରୁଡ଼ା, ଦଦରା ଲୁଣ୍ଡା, କୁଲାଡ଼, ଗରୁଡ ପଥର ଗ୍ରାମରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.