ଭଞ୍ଜନଗର ରୁ ଆଜି ୧୦ପଜିଟିଭ ।

0 231

ଭଞ୍ଜନଗର,୨୮/୦(ପିପିଟି); ଗଞ୍ଜାମ ଜିଲ୍ଲାରେ ଆଜି ମଧ୍ୟ ଅନ୍ୟ ଜିଲ୍ଲା ଅପେକ୍ଷା କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଢ଼େର କମ ରହିଛି।ସମଗ୍ର ଜିଲ୍ଲାରେ ଆଜି ୧୭୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଞ୍ଜନଗର ଅଞ୍ଚଳରେ ୧୦ଜଣ ପଜିଟିଭ ରହିଛନ୍ତି। ଭଞ୍ଜନଗର ଏନ.ଏ.ସି ର କଳିଙ୍ଗ ନଗର ରୁ ୨ଜଣ,ନିଗମାନନ୍ଦ ମାର୍ଗ, ବଡ଼ଧୋବା ସାହିରୁ ଜଣେ ଲେଖାଏଁ ଥିବା ବେଳେ ଏହି ବ୍ଲକର ଦୋ ମୁହାଣୀ ଗ୍ରାମର ୨ଜଣ,ଲଣ୍ଡେଇ ସାହି, ହରିଗଡ଼, ବଦାଙ୍ଗୀ ଓ ଗାଲେରୀ ଗ୍ରାମର ଜଣେ ଲେଖାଏଁ ରହିଛନ୍ତି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.