ଭଞ୍ଜନଗରରେ ଆଜି ୨୫ଟି ପଜିଟିଭ କେଶ ।

0 136

ଭଞ୍ଜନଗର,୩୦/୦୭(ପିପିଟି); ଗଞ୍ଜାମ ଜିଲ୍ଲାରେ ଆଜି ମୋଟ ୨୫୦ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥିମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୨୫ଜଣ ସଂକ୍ରମିତ ବ୍ୟକ୍ତି ଥିବା ଜଣାପଡିଛି। ୩ଜଣ କୋରନା ଯୋଦ୍ଧା ମଧ୍ୟରେ ଜଣେ ଉପଜିଲ୍ଲାପାଳ କାର୍ଯ୍ୟାଳୟ କର୍ମଚାରୀ, ଜଣେ ବ୍ଲକ ଅଫିସ କର୍ମଚାରୀ ଓ ଜଣେ ଏସ.ଡ଼ି.ଜେ.ଏମ କୋର୍ଟର କର୍ମଚାରୀ ଅଛନ୍ତି।ଭଞ୍ଜନଗର ଏନ.ଏ.ସି ଅଧିନ ସାନ ଧୋବା ସାହିର ୪ଜଣ,ବାଟା ଲେନରୁ ୨ଜଣ,ଖାନ ସାହି, ଭେଜିପୁଟ, ବାଗଦେବୀ ରୋଡ଼, ପୁରୁଣା ବଜାର ସାହି ଓ ଭଞ୍ଜନଗର ରୁ ଜଣେ ଲେଖାଏଁ ଥିବା ବେଳେ ଏହି ବ୍ଲକର ବାଉଁଶ ଲୁଣ୍ଡିରୁ ୨ଜଣ,ଲଣ୍ଡେଇସାହି ର ୨ଜଣ,କୁଲାଡ଼ର ୨ଜଣ, ଗାଲେରୀ,ତାରସିଂ, ତିଳିସିଙ୍ଗି,ଜି. ରମ୍ଭା, ମୁଦୁଲି ପଲ୍ଲୀ ଗ୍ରାମରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି।

ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.