ଭଞ୍ଜନଗର,୧୬/୦୮(ପିପିଟି); ଗଞ୍ଜାମ ଜିଲ୍ଲାରେ ଆଜି ୩୧୮ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳର ୧୪ଟି ପଜିଟିଭ କେଶ ରହିଛି।ସେଥିରେ ଜିଲୁଣ୍ଡି ଗ୍ରାମର ୩ଜଣ,ବୁଦୁଲି ରୁ ୨ଜଣ,ବଡ଼ କୋଦଣ୍ଡା, ଢୁଢୁଆ ରୋଡ଼,କଇଣ୍ଡି,ଶାର୍ଦ୍ଦୁଳ,ଇନ୍ଦ୍ରଗଡ଼, ଗଉଡ଼ିଆ ପଢାଳ ର ଜଣେ ଲେଖାଏଁ ଥିବା ବେଳେ ରଘୁନାଥ ବିହାର ଓ ଭଞ୍ଜନଗର ଅଞ୍ଚଳର ମଧ୍ୟ ଜଣେ ଲେଖାଏଁ ଥିବା ଜଣାପଡ଼ିଛି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।