ଭଞ୍ଜନଗରରେ ଆଜି ମଧ୍ୟ ୧୬ପଜିଟିଭ ଚିହ୍ନଟ ।

0 259

ଭଞ୍ଜନଗର,୦୪/୦୮(ପିପିଟି); ଗଞ୍ଜାମ ଜିଲ୍ଲାରେ ଆଜି କୋରନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୨୮୮ରେ ପହଞ୍ଚିଛି । ସେଥି ମଧ୍ୟରେ ଭଞ୍ଜନଗର ଅଞ୍ଚଳରେ ୨ଦିନ ହେଲା ସମାନ ସଂଖ୍ୟକ ୧୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଭଞ୍ଜନଗର ସବ ଜେଲ ର ଜଣେ କର୍ମଚାରୀ ସମେତ ଏନ.ଏ.ସି ଅଧିନ ଶିଗିଡି ସାହି, ମାଲ ସାହି, ସାନ ଧୋବା ସାହିରୁ ଜଣେ ଲେଖାଏଁ ଏବଂ ଭଞ୍ଜମାର୍ଗ ଓ ସୁବୁଦ୍ଧି ସାହିରୁ ୨ଜଣ ଲେଖାଏଁ ଥିବା ବେଳେ ଏହି ବ୍ଲକର ଅଗଝୋଳ ଗ୍ରାମରୁ ୪ଜଣ, ମୁଜାଗଡ଼, ଗୁରା ବାଡ଼ି, ଗାଲେରୀ ଗ୍ରାମର ଜଣେ ଲେଖାଏଁ ଓ ଭଞ୍ଜନଗର ଅଞ୍ଚଳର ମଧ୍ୟ ଜଣେ ରହିଛନ୍ତି। ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।

Leave A Reply

Your email address will not be published.