ବେଗୁନିଆପଡା କ୍ବାରେଣ୍ଟାଇନ ହୋମରୁ ଚମ୍ପଟ ମାରିଥିବା ୧୨ ପ୍ରବାସୀ ଓଡିଆଙ୍କ ନାମରେ ମାମଲା ରୁଜୁ ।

0 685

ଛତ୍ରପୁର,(ପିପିଟି)୦୫/୦୫ ,ବେଗୁନିଆପଡା କ୍ବାରେଣ୍ଟାଇନ ହୋମ ରୁ ପ୍ରବାସୀ ଓଡିଆ ଚମ୍ପଟ ମାରିଥିବା ଘଟଣାରେ କୋଦଳା ତହସିଲଦାରଙ୍କ ଏତଲାକୁ ନେଇ ପୋଲିସ ଦୁଇଟି ମାମଲା ରୁଜୁ କରିବା ସହ ୧୨ ଜଣଙ୍କ ନାମରେ ଦଫା ୧୮୮/୨୬୯/୨୭୦/୨୭୧/୨୯୪/୫୦୬/୩୪ ଆଇପିସି/ଆର.ଡବ୍ଲୁ ୩ ଇଡି ଏକ୍ଟ/୫୧ ଡି.ଏମ୍ ଏକ୍ଟ ରେ  ମାମଲା ରୁଜୁ କରାଯାଇଛି ।ଫରାର ଥିବା ସମସ୍ତ ପ୍ରବାସୀଙ୍କୁ କାବୁ କରି ପୁଣିଥରେ ରଖାଗଲା କ୍ବାରେଣ୍ଟାଇନ ହୋମ ରେ ବୋଲି  ସୁଚନା ଦେଲେ ଗଞ୍ଜାମ ଏସପି ବ୍ରୀଜେସ କୁମାର ରଏ । କ୍ବାରେଣ୍ଟାଇନ ହୋମରେ ଅପ୍ରୀତିକର ପରିସ୍ଥିତି ଘଟାଇବାକୁ ପ୍ରୟାସ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ନିଷ୍ପତ୍ତି ନିଆଯାଇଛି ।

Leave A Reply

Your email address will not be published.