ବିମାନ ବନ୍ଦରରୁ ଶ୍ରମିକଙ୍କୁ ଗଞ୍ଜାମ ଜିଲ୍ଲାକୁ ପଠାଇଲେ ଦୁଇ ବିଧାୟକ ।

0 739

ଭୁବନେଶ୍ବର,(ପିପିଟି)୦୭/୦୬,ଜାମ୍ମୁ କାଶ୍ମୀରରେ ଅଟିକି ରହିଥିବା ଗଞ୍ଜାମ ଜିଲ୍ଲାର ୨୮୦ଜଣ ଶ୍ରମିକଙ୍କୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ସ୍ଵତନ୍ତ୍ର ବିମାନ ଯୋଗେ ଓଡ଼ିଶାକୁ ଫେରାଇ ଆଣିଛନ୍ତି। କବିସୂର୍ଯ୍ଯ ନଗର  ବିଧାୟିକା ଲତିକା ପ୍ରଧାନ ଓ ପୋଲସରା  ବିଧାୟକ ଶ୍ରୀକାନ୍ତ ସାହୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସମସ୍ତ ଶ୍ରମିକ ମାନଙ୍କୁ ସ୍ୱତନ୍ତ୍ର ବସ ଯୋଗେ ଗଞ୍ଜାମ ଜିଲ୍ଲାକୁ ପଠାଇଛନ୍ତି।

Leave A Reply

Your email address will not be published.