ବାସୁଦେବପୁର ଅଞ୍ଚଳରେ ବୁଲା ଗାଈ ଓ କୁକୁରଙ୍କୁ ଖାଦ୍ୟ ବଣ୍ଟନ ।

0 30

ଭଦ୍ରକ,(ପିପିଟି ନ୍ଯୁଜ୍)୦୪/୦୪-ବାସୁଦେବପୁର ଅଞ୍ଚଳରେ ଲକ୍ ଡାଉନ ଯୋଗୁଁ ଦୋକାନ ବଜାର ବନ୍ଦ ରହିଛି ।ମାନସିକ ବିକୃତ,ବୁଲା ଗାଈ ଓ କୁକୁର ମାନଙ୍କୁ ଲାଇଫ୍ ଲାଇନ୍ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଖାଦ୍ଯ ବଣ୍ଟନ କରାଯାଉଛି ।ପ୍ରତ୍ୟେକ ଦିନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଖାଦ୍ୟ ଧରି ବିଭିନ୍ନ ଅଞ୍ଚଳକୁ ବୁଲି ବଣ୍ଟନ କରୁଛନ୍ତି ।ଲକ୍ ଡାଉନ ଶେଷ ପର୍ଯ୍ୟନ୍ତ ପଶୁ ମାନଙ୍କୁ ଖାଦ୍ୟ ଦିଆଯିବ ବୋଲି ଲାଇଫ୍ ଲାଇନ୍ ସଂପାଦକ ଜଣାଇଛନ୍ତି ।ଏହି କାର୍ଯ୍ୟକ୍ରମରେ ଭରତ,ଅଜୟ,ଶ୍ରୀକାନ୍ତ,କମଳାକାନ୍ତ,ମାନସ ରଞ୍ଜନ ଦାସ ପ୍ରମୁଖ ସାମିଲ ହୋଇଛନ୍ତି ।
ରିପୋର୍ଟ – ଭରତ କୁମାର ନାୟକ

Leave A Reply

Your email address will not be published.