ବନ୍ଦେ ଉତ୍କଳ ଜନନୀ ଗାନରେ କମ୍ପିଲା ସାରା ଧର୍ମଶାଳା ।

0 186

ଯାଜପୁର,(ପିପିଟି ନ୍ଯୁଜ୍)୩୦/୦୫, ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଯାଜପୁର ଜିଲ୍ଲା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଲବନ୍ତରାୟ  ନେତୃତ୍ୱରେ  ଜାରକା ସ୍ଥିତ କଳ୍ପତରୁ ଦାସ ମିନି ଷ୍ଟାଡିୟମ ଠାରେ ଉତ୍କଳ ବନ୍ଦନା ବନ୍ଦେ ଉତ୍କଳ ଜନନୀ ଗାନ କରି କରୋନା ଯୋଦ୍ଧା ମାନଙ୍କୁ ସମ୍ମାନ ଜଣାଇଛନ୍ତି

Leave A Reply

Your email address will not be published.