ପ୍ରବାସୀ ଓଡିଆ ପୋଖରୀ ହୁଡା ସଫା,ବୃକ୍ଷ ରୋପଣ ଓ ଆଲୋକ ବ୍ଯବସ୍ଥା କଲେ ।

0 319

କବିସୂର୍ଯ୍ଯ ନଗର,୦୧/୦୮(ପିପିଟି); ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ବୁଢା଼ମ୍ବ ଗ୍ରାମପଞ୍ଚାୟତର ବୁଢା଼ମ୍ବ ଗ୍ରାମର କିଛି ପ୍ରବାସୀ ଓଡ଼ିଆଙ୍କ ନିଜସ୍ୱ ଉଦ୍ୟମରେ ଗ୍ରାମ ପୋଖରୀ ହୁଡ଼ା ସଫା, ପୋଖରୀ ହୁଡାରେ ବୃକ୍ଷରୋପଣ ଏବଂ ଆଲୋକୀକରଣ କରିଛନ୍ତି । ପ୍ରବାସୀ ଓଡିଆଙ୍କ ଉଦ୍ୟମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.