ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି କୁ ସହାୟତା ।

0 225

ବରଗଡ,(ପିପିଟି)୦୮/୦୫ ,ବରଗଡ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ବରଗଡ ସାଂସଦ ସୁରେଶ ପୂଜାରୀଙ୍କ ମାଧ୍ୟମ ରେ ବରିଷ୍ଠ ନାଗରିକ ବୃନ୍ଦ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦୁଇଲକ୍ଷଟଙ୍କା ସହାୟତା ପ୍ରଦାନ କରିଛନ୍ତି । କରୋନା ପରିସ୍ଥିତି ଦେଶରେ ସ୍ଥିତି  ଗମ୍ଭିର ଥିବାବେଳେ ଏହି ଦାନ କରାଯାଇଛି । ଏଥିରେ ସଂଘର ସଭାପତି ଅମରେନ୍ଦ୍ର ନାରାୟଣ ଯାଦବ,ଉପ-ସଭାପତି ଗୌତିଆ କୁମାର ସାହୁ,ସଂପାଦକ ପ୍ରହଲ୍ଲାଦ ମହାପାତ୍ର ଓ କେଦାର ମିଶ୍ର ଙ୍କ ସମେତ ସଂଘରସଦସ୍ୟଗଣଙ୍କ ଉପସ୍ଥିତି ରେ ଏହିରାଶି ପ୍ରଦାନ କରି ଏକ ପରିଚୟ ସୃଷ୍ଟି କରି ପାରିଛନ୍ତିାଏହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି ।
ରିପୋର୍ଟ – ନିରଞ୍ଜନ ତ୍ରିପାଠୀ ।

Leave A Reply

Your email address will not be published.