ପୋଲସରା ବିଧାୟକ ବିଭିନ୍ନ ପଞ୍ଚାୟତ ଗସ୍ତ କରି କର୍ମୀମାନଙ୍କ ସହ ସାଙ୍ଗଠନିକ ଆଲୋଚନା କଲେ।

0 325

ପୋଲସରା,୦୫/୧୧(ପିପିଟି): ପୋଲସରା ବ୍ଲକ ଅନ୍ତର୍ଗତ ବର୍ତ୍ତିନୀ, ସୋଡ଼କ,ଢୁଙ୍କାପଡା , ବଡ ପଙ୍କଳବାଡ଼ି, ବୁଢ଼େଇଶୁଣି ଓ ବେଲଗାଁ ଗ୍ରାମ ପଞ୍ଚାୟତକୁ ଯାଇ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଲୋକମାନଙ୍କ ସମସ୍ୟା ବୁଝିବା ସହ ବିଜୁ ଜନତା ଦଳର ସଙ୍ଗଠନକୁ ସୁଦୃଢ କରିବା ପାଇଁ କର୍ମୀଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.