ପୋଲସରା ବିଧାୟକଙ୍କ ବିଭିନ୍ନ ପଞ୍ଚାୟତ ଗସ୍ତ ଓ ତଦାରଖ ।

0 134

ପୋଲସରା,(ପିପିଟି)୨୯/୦୪-ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ନିଜ ନିର୍ବାଚନ ମଣ୍ଡଳୀ ର ୪ଗୋଟି ପଞ୍ଚାୟତ ମନ୍ଦାର,ଅରଖପୁର, ଏ.କରଡ଼ାବାଡ଼ି ଓ ପୋଚାଲୁଣ୍ଡି ଗ୍ରାମକୁ ଯାଇ ସରକାରଙ୍କ ତରଫରୁ ଦିଆଯାଉଥିବା କରୋନା ସହାୟତା ଠିକ ଭାବେ ମିଳୁଛି କି ନାହିଁ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.