ପୋଲସରା ବିଜେଡି ପ୍ରତିନିଧି ଓ ଅଟୋ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ସହାୟତା ।

0 321

ପୋଲସରା,(ପିପିଟି ନ୍ଯୁଜ୍)୧୮/୦୪-ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପୋଲସରା ଏନ୍ଏସି  ବିଜୁ ଜନତା ଦଳର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୬୨,୦୦୦ ଟଙ୍କା ଓ ମା ରତନୀ ଅଟୋ ସଂଘ ୨୫,୦୦୦,ଜୟ ଜଗନ୍ନାଥ ଅଟୋ ସଂଘ ୧୫,୦୦୦ ଟଙ୍କା ଆର୍ଥିକ ସହାୟତା ମାନ୍ୟବର ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି।ପୋଲସରା ବିଡିଓ ଶମ୍ଭୁନାଥ ନନ୍ଦିଙ୍କ ସମେତ ସରକାରୀ କର୍ମଚାରୀ ଓ ଜନ ପ୍ରତିନିଧିମାନେ ଉପସ୍ଥିତ ଥିଲେ।
ରିପୋର୍ଟ – ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.