ପୋଲସରା ଠାରେ ପୌରନିର୍ବାଚନ ନିର୍ବାଚନ ପାଇଁ ପ୍ରସ୍ତୁତ ବୈଠକ।

0 344

ପୋଲସରା,୨୭/୦୨(ପିପିଟି): ପୋଲସରା ଏନ.ଏ.ସି କୋଣାର୍କ କଲ୍ୟାଣ ମଣ୍ଡପ ଠାରେ ପୌର ନିର୍ବାଚନ ସକାଶେ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗ ଦେଇଛନ୍ତି।ପୋଲସରା ଏନ.ଏ.ସି ବିଜୁ ଜନତା ଦଳର ନେତୃ ମଣ୍ଡଳ ଓ ଦଳୀୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.