ପଶୁପକ୍ଷୀ ମୁହଁରେ ଆହାର ଦେଉଛନ୍ତି ଯୁବ ସମାଜସେବୀ କ୍ଷୀରୋଦ।

0 119

ଯାଜପୁର,୨୭/୦୫,ଧର୍ମଶାଳା ବ୍ଲକ ଜାରକା ଅଂଚଳର ଯୁବ ସମାଜସେବୀ କ୍ଷୀରୋଦ ମହାରଣା ପଶୁ ପକ୍ଷୀ ଙ୍କୁ ଖାଦ୍ୟ ଯୋଗାଇଛନ୍ତି ।ହୋଟେଲ ଓ ଓ ଜଳଖିଆ ଦୋକାନ ଥିଲା ବେଳେ ପଶୁ ପକ୍ଷୀ ମାନଙ୍କୁ ଖାଦ୍ୟ ମିଳିଯାଉଥିଲା କିନ୍ତୁ  ଲକ ଦଉନ ସମୟରେ ସବୁ ଦୋକାନ ବଜାର ବନ୍ଦ ଥିଲା ପଶୁ ପକ୍ଷୀମାନେ ଖାଦ୍ୟ ପାଇଁ ଆଉଟ ପାଉଟ ହେଉଥିଲେ ଏହି ସମୟରେ କ୍ଷୀରୋଦ ପଶୁ ପକ୍ଷୀଙ୍କୁ  ଖାଦ୍ୟ ଦେବା ପାଇଁ ଅଣ୍ଟା ଭିଡିଥିଲେ ପ୍ରତିଦିନ ଖାଦ୍ୟ ଯୋଗାଉଥିଲେ ।

Leave A Reply

Your email address will not be published.