ନା ମିଳିଛି ରନ୍ଧା ଖାଦ୍ୟ ନା ଅଛି ସଚେତନତା ।

0 225

ଶେରଗଡ଼,(ପିପିଟି ନ୍ଯୁଜ୍)୧୪/୦୪-ଶେରଗଡ ବ୍ଲକ୍  ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ରେ ନା ଅଛି ସଚେତନତା ନା ଗରିବ ଙ୍କୁ ମିଳିଛି ରନ୍ଧା ଖାଦ୍ୟ ସରକାର ଙ୍କ ନିଦ୍ଧେଶ ଅନୁଯାଈ ପ୍ରତି ପଞ୍ଚାୟତ ରେ ୧୦୦ ରୁ ୨୦୦ ଗରୀବ ଲୋକ ଙ୍କୁ ରନ୍ଧା ଖାଦ୍ୟର ବ୍ୟବସ୍ତା ଥିଲା ବେଳେ ଏଠି ସେସବୁ ଦେଖିବା ଲାଗି ଶୂନ୍ୟ  ଆଜି କୁ ଲକ ଡ଼ାଉନ ର ୨୧ ଦିନ ହେବାକୁ ଗଲାଣି କିନ୍ତୁ ଲୋକ ପ୍ରତିନିଧି ଙ୍କ ଦେଖା ନାହିଁ  ଏହା ଛଡା ଏହି ଗ୍ରାମ ବହୁତ ଲୋକ ଚେନ୍ନାଇ ସୁରଟ ଦାଦନ ଶ୍ରମିକ  ଭାବେ କାମ କରୁଛନ୍ତି ଲକ ଡ଼ାଉନ ରେ  ରୋଜଗାର ମଧ୍ୟ ନାହିଁ  ରହିବା ପାଇଁ ପକ୍କା ଘର କଥା ତ ନ କହିବା ଭଲ ଲୋକ  ଅପେକ୍ଷା ରେ ଅଛନ୍ତି କେବେ ମିଳିବ  ଆର୍ଥିକ ସହାୟତା  | ଗ୍ରାମ ରେ ତହସିଲଦାର ଏବଂ ପୋଲିସ ର ବାରମ୍ବାର ଚଢ଼ାଉ ସତ୍ୱେ ବେଧଡ଼କ ରେ ଚାଲିଛି ତାସ ଖେଳ ।

Leave A Reply

Your email address will not be published.