ଦେଶରେ ୧୮୬୫୩ ନୂଆ ସଂକ୍ରମିତ;୫୦୭ ମୃତ ।

0 1,731

ନୂଆଦିଲ୍ଲୀ,୦୧/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।ବୁଧବାର ସକାଳ ସୁଦ୍ଧା ୧୮୬୫୩ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୭ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୫,୮୫,୪୯୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭,୪୦୦ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୩,୪୭,୯୭୯ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୧,୭୪,୭୬୧ ଆକ୍ରାନ୍ତ,୯୦,୯୧୧ ସୁସ୍ଥ ଏବଂ ୭୮୫୫ ମୃତ ।ତାମିଲନାଡୁରେ ୯୦,୧୬୭ ଆକ୍ରାନ୍ତ,୫୦,୦୭୪ ସୁସ୍ଥ ଏବଂ ୧୨୦୧ ମୃତ ।ଦିଲ୍ଲୀରେ ୮୭,୩୬୦ ଆକ୍ରାନ୍ତ,୫୮,୩୪୮ ସୁସ୍ଥ ଏବଂ ୨୭୪୨ ମୃତ ।ଗୁଜୁରାଟରେ ୩୨,୫୫୭ ଆକ୍ରାନ୍ତ,୨୩,୬୬୨ ସୁସ୍ଥ ଏବଂ ୧୮୪୬ ମୃତ ।ଉତ୍ତରପ୍ରଦେଶ ରେ ୨୩,୪୯୨ ଆକ୍ରାନ୍ତ,୧୬,୦୮୪ ସୁସ୍ଥ ଏବଂ ୬୯୭ ମୃତ । ପଶ୍ଚିମବଙ୍ଗରେ ୧୮,୫୫୯ ଆକ୍ରାନ୍ତ,୧୨,୧୩୦ ସୁସ୍ଥ ଏବଂ ୬୬୮ ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.