ଦେଶରେ ସଂକ୍ରମିତ ସଂଖ୍ୟା ୧୧ଲକ୍ଷ ପାର;୨୪ ଘଣ୍ଟାରେ ସୁସ୍ଥ ୨୨୬୬୪ ଏବଂ ମୃତ ସଂଖ୍ୟା ୬୮୧ ।

0 2,127

ନୂଆଦିଲ୍ଲୀ,୨୦/୦୭; ଦେଶରେ ଦୈନିକ କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସୋମବାର ସକାଳ ସୁଦ୍ଧା ୪୦୪୨୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ,ସୁସ୍ଥ ସଂଖ୍ୟା ୨୨୬୬୪ ଏବଂ  ୬୮୧ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।ଦେଶରେ ମୋଟ ସଂକ୍ରମଣ ସଂଖ୍ୟା ୧,୧୧୮,୦୪୩ ରେ ପହଞ୍ଚିଛି ।କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭,୪୯୭ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୭,୦୦,୦୮୭ ସୁସ୍ଥ ହୋଇଛନ୍ତି । ମହାରାଷ୍ଟ୍ରରେ ୩,୧୦,୪୫୫ ଆକ୍ରାନ୍ତ, ୧,୬୯,୫୬୯ ସୁସ୍ଥ ଏବଂ ୧୧୮୫୪ ମୃତ । ତାମିଲନାଡୁରେ ୧,୭୦,୬୯୩ ଆକ୍ରାନ୍ତ, ୧,୧୭,୯୧୫ ସୁସ୍ଥ ଏବଂ ୨୪୮୧ ମୃତ । ଦିଲ୍ଲୀରେ ୧,୨୨,୭୯୩ ଆକ୍ରାନ୍ତ, ୧,୦୩,୧୩୪ ସୁସ୍ଥ ଏବଂ ୩୬୨୮ ମୃତ । କର୍ଣ୍ଣାଟକରେ ୬୩,୭୭୨ ଆକ୍ରାନ୍ତ,୨୩,୦୬୫ ସୁସ୍ଥ ଏବଂ ୧୩୩୧ ମୃତ । ଆନ୍ଧ୍ରପ୍ରଦେଶରେ ୪୯,୬୫୦ ଆକ୍ରାନ୍ତ,୨୨,୮୯୦ ସୁସ୍ଥ ଏବଂ ୬୪୨ ମୃତ । ଉତ୍ତରପ୍ରଦେଶ ରେ ୪୯,୨୪୭ ଆକ୍ରାନ୍ତ,୨୯,୮୪୫ ସୁସ୍ଥ ଏବଂ ୧୧୪୬ମୃତ । ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟରୁ ଜଣା ପଡିଛି ।

Leave A Reply

Your email address will not be published.